ବଲାଙ୍ଗିର ରାଜପରିବାରରେ ନୂଆଁଖାଇ: ଏକାଠି ନୂଆ ଖାଇଲେ ପାଟଣା ମହାରାଜାଙ୍କ ପରିବାର

ବଲାଙ୍ଗିର(କେନ୍ୟୁଜ୍):  ବଲାଙ୍ଗିର ଜିଲ୍ଲାରେ ଚର୍ଚ୍ଚାରେ ଥାଏ ରାଜାଘର ନୂଆଁଖାଇ। ରାଜନୀତିରୁ ଉର୍ଦ୍ଧ୍ୱରେ ରହି ରାଜଉଆସରେ ପାଳିତ ହୁଏ ପଶ୍ଚିମ ଓଡ଼ିଶାର ଗଣପର୍ବ।

ପାଟଣା ମହାରାଜା ତଥା ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂଦେଓ ଏବଂ ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂଦେଓଙ୍କ ଦୁଇ ପୁଅ କଳିକେଶ ସିଂଦେଓ ଓ ଅର୍କେଶ ନାରାୟଣ ସିଂଦେଓଙ୍କ ପରିବାର ଏକାଠି ହୋଇ ନୂଆ ଖାଇଛନ୍ତି।

ଚଳିତ ବର୍ଷ ବଲାଙ୍ଗିରର ଶୈଳଶ୍ରୀ ପ୍ୟାଲେସରେ ଦୁଇ ରାଜପରିବାର ନୂଆଁଖାଇ ପାଳିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.