ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି କିସ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ

ଭୁବନେଶ୍ବର : ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି କିସ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ସମସ୍ତ ଛାତ୍ରଛାତ୍ରୀ ଏକାଠି ହୋଇ ୨ ମିନିଟର ନିରବ ପାର୍ଥନା କରିଥିଲେ । ଏଥିରେ କିସ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, ଓଡିଶା ପୋଲିସର ଅତିରିକ୍ତ ଡିଜି ପ୍ରାଣବିନ୍ଦୁ ଆଚାଯ୍ୟ, କିଟ୍ ଓ କିସ୍ର ସମ୍ପାଦକ ଆର.ଏନ ଦାଶ ଏବଂ କିସ୍ର ମୁଖ୍ୟକାଯ୍ୟନିର୍ବାହୀ ଅଧିକାରୀ ଡାକ୍ଟର. ପି.କେ ରାଉତରାୟଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।