ସାର କାରଖାନାରେ ଅଘଟଣ : ସ୍କ୍ରାପ ଲୋଡିଂ ବେଳେ ଶ୍ରମିକଙ୍କ ମୃତ

ଅନୁଗୁଳ: ସାର କାରଖାନାରେ ଅଘଟଣ। ସ୍କ୍ରାପ ଲୋଡିଂ ବେଳେ ଉପରୁ ପଡି ଶ୍ରମିକ ମୃତ। ମୃତକ ହେଲେ ମୁମ୍ବାଇର ହରିଶ୍ଚନ୍ଦ୍ର। ଏହାକୁ ନେଇ ଶ୍ରମିକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛି। କାମ କରୁଥିବାବେଳେ ଶ୍ରମିକଙ୍କୁ ସୁରକ୍ଷା ଉପକରଣ ଦିଆଯାଇଥିଲା ନା ନାହିଁ। ଯଦି ସୁରକ୍ଷା ସରଞ୍ଜାମ ଥିଲା କେମିତି ଏହି ଅଘଟଣ ଘଟିଲା ସେନେଇ ତଦନ୍ତ ଚାଲିଛି।

Leave A Reply

Your email address will not be published.