Categories: ରାଜ୍ୟ

ପୁଣି ସାମନାକୁ ଆସିଲା ଦାଦନଙ୍କ ଦୁର୍ଦ୍ଦଶା, କାଟି ଦିଆଗଲା ଦାଦନଙ୍କ ହାତ ଓ ଗୋଡ଼ ଆଙ୍ଗୁଳି

ପୁଣି ସାମନାକୁ ଆସିଲା ଦାଦନଙ୍କ ଦୁର୍ଦ୍ଦଶା। ମହାରାଷ୍ଟ୍ରର ନାଗପୁରରେ ନୂଆପଡ଼ା ଜିଲ୍ଲା କୋମନା ଥାନା ଟିକ୍ରାପଡ଼ା ଗାଁରୁ ଯାଇଥିବା ଦାଦନଙ୍କ ହାତ ଓ ଗୋଡ଼ ଆଙ୍ଗୁଳି କାଟି ଦିଆଯାଇଛି। ଟିକ୍ରାପଡ଼ାରୁ ଚମରି ପହରିଆ ଦାଦନ ଖଟିବାକୁ ଯାଇଥିବା ବେଳେ ଦଲାଲ ଜଣକ ତାଙ୍କର ଡାହାଣ ହାତର ୩ଟି ଓ ଗୋଡ଼ର ୫ଟି ଯାକ ଆଙ୍ଗୁଳି କାଟି ଦିଆଯାଇଛି। ବାହୁଡ଼ା ଯାତ୍ରା ପରେ ସ୍ଥାନୀୟ ଦୁଇ ଦଲାଲ ବିଦେଶୀ ସୁନାନୀ ଓ ଡୋଳା ସତନାମୀ ଚମରୁଙ୍କୁ ନାଗପୁର ନେଇ ସେଠାରେ ଏକ କନ୍‌ଷ୍ଟ୍ରକ୍‌ସନ କଂପାନୀର ମାଲିକ ବୈଦା ସେଠଙ୍କ ନିକଟରେ ଛାଡ଼ି ଦେଇଥିଲେ। ଚମରୁ ନିଜ ପାରିଶ୍ରମିକ ଟଙ୍କା ମାଗିବା ପରେ ଦଇ ଦଲାଲ ତାଙ୍କ ଆଙ୍ଗୁଳି କାଟି ଦେଇ ନାଗପୁର ଷ୍ଟେସନରେ ଫିଙ୍ଗି ଦେଇ ଚାଲିଯାଇଥିଲେ। ନାଗପୁର ରେଲୱେ ପୋଲିସ ଚମରୁଙ୍କୁ ଉଦ୍ଧାର କରି ସ୍ଥାନୀୟ ସିଟି ହସ୍‌ପିଟାଲରେ ଚିକିତ୍ସିତ କରାଇ ଟିକ୍ରାପଡ଼ାକୁ ପଠାଇ ଦେଇଛି।

KNews Bureau

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

14 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

28 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

39 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

47 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

1 hour ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

1 hour ago