ମାଁ ସମଲେଶ୍ଵରୀଙ୍କ ମନ୍ଦିର ପ୍ରାଙ୍ଗଣରେ ହେଲା ନୂଆଖାଇ ଲଗ୍ନ ନିରୂପଣ

ବରଗଡ(କେନ୍ୟୁଜ) : ବରଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀଙ୍କ ମନ୍ଦିରର ପ୍ରାଙ୍ଗଣରେ ନୂଆଖାଇ ଲଗ୍ନ ନିରୂପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରଗଡ ଜିଲ୍ଲା ପାଇଁ ବାହାରିଲା ନୂଆଁଖାଇ ଲଗ୍ନ ।

୩୧ ତାରିଖ ନିଶାର୍ଦ୍ଧ ପରେ ୧ ସେପ୍ଟେମ୍ବର ଭାଦ୍ରବ ଶୁକ୍ଳ ଋଷି ପଞ୍ଚମୀ ସିଂହ ୧୬ ଦିନ ସ୍ଵାତୀ ନକ୍ଷତ୍ରେର ମହେନ୍ଦ୍ର ବେଳାରେ ପୂର୍ବାହ୍ନ ୧୦.୩୩ ଗତେ ୧୧.୦୮ ମଧ୍ୟେ ଜନସାଧାରଣ ନିଜ ନିଜ ଇଷ୍ଟ ଦେବାଦେବୀଙ୍କ ଠାରେ ନବାନ୍ନ ଭୋଗ ଲାଗି କରିବା ସହ ନବାନ୍ନ ଭକ୍ଷଣ କରିବେ ବୋଲି ଲଗ୍ନ ନିର୍ଦ୍ଧାରିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.