ଆଇଆଇଏଫ୍‌ଏଲ୍‌ ଲୁଟ୍‌ ଘଟଣା: ମୁଖ୍ୟ ଅଭିଯୁକ୍ତ ଲାଲାର ୨ ସହଯୋଗୀ ଗିରଫ, ଏପର୍ଯ୍ୟନ୍ତ ମୋଟ ୧୦ ଜଣଙ୍କୁ ଧରିସାରିଲାଣି ପୋଲିସ୍

କଟକ : କଟକ ନୟାସଡ଼କ ଆଇଆଇଏଫ୍‌ଏଲ୍‌ ଲୁଟ୍‌ ଘଟଣାର ମୁଖ୍ୟ ଅଭିଯୁକ୍ତ ଲାଲାର ଦୁଇ ସହଯୋଗୀ ଗିରଫ । ସୁନା ବ୍ୟବସାୟୀ ସରୋଜ କୁମାର ପୃଷ୍ଟି ଓ ଲଳିତ କୁମା ସୋନିକୁ ଗିରଫ ପରେ କୋର୍ଟ ଚାଲାଣ କରାଇଥିବା ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ ।

IIFLମାମଲରେ ଏପର୍ଯ୍ୟନ୍ତ ମୋଟ ୧୦ ଜଣଙ୍କୁ ଗିରଫ କରାଯାଇଛି। ଗତ ଦୁଇଦିନ ତଳେ ୫ ଅଭିଯୁକ୍ତଙ୍କୁ ନେଇ କ୍ରାଇମସିନ ରିକ୍ରିଏସନ କରିଥିଲା ପୋଲିସ । କମିସନରେଟ ପୋଲିସର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ କେଉଁ ଢଙ୍ଗରେ ଲୁଟ ହୋଇଥିଲା ତାର ଡେମୋ କରି ଦେଖାଇଛନ୍ତି ଅଭିଯୁକ୍ତ।

You might also like