ଅଳ୍ପକେ ବର୍ତ୍ତିଲେ ଯବାନ, ମେଟାଲ ଡିଟେକ୍ଟର ସାହାଯ୍ୟରେ ଲ୍ୟାଣ୍ଡମାଇନ ଉଦ୍ଧାର କଲେ ଘନବେଡ଼ା BSF ଯବାନ

ମାଲକାନଗିରି(କେନ୍ଯୁଜ୍): ଅଳ୍ପକେ ବର୍ତ୍ତିଲେ ଯବାନ । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିଲେ ଲ୍ୟାଣ୍ଡମାଇନ । ୫ଟି ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ମାଓବାଦୀ । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ କରିଥିଲେ ବଡ଼ ଯୋଜନା । ମାଓ ଦମନ ଅପରେସନ ବେଳେ ଉଦ୍ଧାର କଲେ ଘନବେଡ଼ା BSF ଯବାନ ।

ମେଟାଲ ଡିଟେକ୍ଟର ସାହାଯ୍ୟରେ ଲ୍ୟାଣ୍ଡମାଇନ ଉଦ୍ଧାର । ରାସ୍ତା ନିର୍ମାଣ ବେଳେ ଏହି ଲ୍ୟାଣ୍ଡମାଇନ ଖଞ୍ଜା ଯାଇଥିଲା । ଉଦ୍ଧାର ପରେ ଜଙ୍ଗଲ ଭିତରେ ବିସ୍ଫୋରଣ କରି ଉଡାଇଛନ୍ତି ଯବାନ ।

Leave A Reply

Your email address will not be published.