ବିଜେଡିରେ ଯୋଗ ଦେଲେ ବାମପନ୍ଥୀ ନେତା ନବ କିଶୋର ମହାନ୍ତି

(କେନ୍ୟୁଜ): ବିଜେଡିର ମିଶ୍ରଣ ପର୍ବ। ଶ୍ରମିକ ସଂଗଠନ ତଥା ବାମପନ୍ଥୀ ନେତା ନବ କିଶୋର ମହାନ୍ତି ବିଜେଡିରେ ଯୋଗ ଦେଇଛନ୍ତି। ଏହା ସହ ୪୨ଟି ଶ୍ରମିକ ସଂଗଠନ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡିି ସାଂସଦ ସୁବାସ ସିଂଙ୍କ ବାସଭବନରେ ଏହି ମିଶ୍ରଣ ପର୍ବ ଆୟୋଜିତ ହୋଇଛି। ଏଥିରେ ଦଳର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ସୁବାସ ସିଂ ଓ ବିଧାୟକ ଅନନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.