କଲରାପତରିଆ ବାଘ ଛାଲ ଡିଲ୍‌ ବେଳେ ମାଡିବସିଲା କ୍ରାଇମବ୍ରାଞ୍ଚ STF, ମାଫିଆ ବୀରେନ ମିତ୍ର ନାୟକ ଗିରଫ

କେନ୍ୟୁଜ୍(ବ୍ୟୁରୋ): STF କବ୍‌ଜାରେ ବନ୍ୟପ୍ରାଣୀ ମାଫିଆ। କଲରାପତରିଆ ବାଘ ଛାଲ ଡିଲ୍‌ ବେଳେ ଧରାପଡିଲା ବନ୍ୟପ୍ରାଣୀ ମାଫିଆ ବୀରେନ ମିତ୍ର ନାୟକ। ଏସ୍‌ଟିଏଫ୍‌ ଓ ଟିକାବାଲି ଫରେଷ୍ଟ ଅଫିସର ମିଳିତ ଭାବେ ଚଢାଉ କରି ବୀରେନଙ୍କୁ ଧରିଛନ୍ତି।

କନ୍ଧମାଳ ଜିଲ୍ଲା ବ୍ରାହ୍ଣଣୀପଡ଼ା ଗାଁ ନିକଟରୁ ଜବତ ହୋଇଛି ବାଘ ଛାଲ। ବୀରେନକୁ ଟିକାବାଲି ବନଖଣ୍ଡ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । ୨୦୨୦ରୁ ଏପର୍ଯ୍ୟନ୍ତ ୩୦ଟି ବାଘଛାଲ ଜବତ ହୋଇଛି । ଏହାସହ ମୋଟ୍‌ ୪୩ ଜଣଙ୍କୁ ଗିରଫ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.