ଦାର୍ଘ ୯ ମାସ ପରେ ଆଜିଠୁ ସୂର୍ଯ୍ୟ ମନ୍ଦିରରେ ପୁଣି ଆରମ୍ଭ ହେବ ଲାଇଟ ଆଣ୍ଡ ସାଉଣ୍ଡ ସୋ’

କୋଣାର୍କ: ଦାର୍ଘ ୯ ମାସ ପରେ ଆଜିଠୁ ସୂର୍ଯ୍ୟ ମନ୍ଦିରରେ ପୁଣି ଆରମ୍ଭ ହେବ ଲାଇଟ ଆଣ୍ଡ ସାଉଣ୍ଡ ସୋ। କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରତିଦିନ ୨ଟି ସୋ’ ହେବ। ପ୍ରତିଦିନ ସନ୍ଧ୍ୟା ୬ଟା ୩୦ରେ ପ୍ରଥମ ସୋ ୭ଟା ୩୦ରେ ଦ୍ୱିତୀୟ ସୋ ଅନୁଷ୍ଠିତ ହେବ।

୪୦ ମିନିଟିର ଏହି ସୋ ପାଇଁ ଟିକେଟ୍‌ ମୂଲ୍ୟ ୫୦ଟଙ୍କା ରହିଥିବାବେଳେ ୨୦୦ଦର୍ଶକ ଏହାକୁ ଦେଖିପାରିବେ। କୋଭିଡ କଟକଣା ମଧ୍ୟରେ ଦର୍ଶକ ଦେଖିବେ ସୋ। ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କୋଭିଡ ପାଇଁ ମାର୍ଚ୍ଚ ୧୬ରୁ ବନ୍ଦ ଥିଲା ସୋ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.