ପୁରୀ(କେନ୍ୟୁଜ୍):ପୁରୀ ସହରରେ ଦେଖିବାକୁ ମିଳିଛି ଜୀବନ୍ତ ଶଙ୍ଖ। ପୌରପାଳିକା ନରେନ୍ଦ୍ରକୋଣ ବାରବାଟୀ ଅଞ୍ଚଳରେ ଦୁଇଟି ଜୀବନ୍ତ ଶଙ୍ଖ ମିଳିଛି। ଅଭିନେତା ତଥା ମାଳଖମ୍ବ ଆସୋସିଏସନ୍ ସମ୍ପାଦକ ଜ୍ଞାନ ରଞ୍ଜନ ମହାନ୍ତି ଗତକାଲି ନିଜ ଘରକୁ ଫେରୁଥିବା ବେଳେ ଅନ୍ଧାରରେ ଦୁଇଟି ଜୀବ ଚାଲୁଥିବା ଦେଖିବାକୁ ପାଇଥିଲେ ।
ଜୀବନରେ ପ୍ରଥମ ଥର ପାଇଁ ସେ ଏଭଳି ଜୀବନ୍ତ ଶଙ୍ଖ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଛି ସମୟ ଜୀବନ୍ତ ଶଙ୍ଖ ସହ ସମୟ ଅତିବାହିତ ପରେ ସେ ତାକୁ ନିକଟସ୍ଥ ପୋଖରୀରେ ଛାଡ଼ି ଦେଇଛନ୍ତି।
ଆସୁଛି ଓ୍ଵାନ୍ ପ୍ଲସର ଧମାକେଦାର ଫୋନ୍ । ଯଦି ଆପଣ ଓ୍ଵାନପ୍ଲସ୍ ଲଭର୍ ତାହେଲେ ଆପଣଙ୍କ ପାଇଁ ଖୁସି ଖବର…
ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭାରତୀୟ ବଜାରରେ ଏକ ନୂଆ ଇଲେକ୍ଟ୍ରିକ୍ କାର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି…
ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଳିଲା ସାରା ଓଡ଼ିଶା । ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ…
ଆମିର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରେ ଗୀତ ଫୋଗାଟଙ୍କ ପିଲାବେଳେର ଭୂମିକାରେ ନଜର ଆସିଥିବା ଜାୟରା ଓ୍ଵାସିମଙ୍କ ପିତାଙ୍କ ପରଲୋକ ।…
ଭୁବନେଶ୍ୱର (କେନ୍ୟୁଜ): ସିଏମଓରେ କାର୍ଯ୍ୟରତ ଅଫିସରଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ । ଓଡ଼ିଶାରେ ଯଦି ନକ୍ସଲବାଦ କମିଛି…
ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ…