ଗାଁ ଦାଣ୍ଡରେ ବୁଲିଲେ ଜଙ୍ଗଲି ଭାଲୁ, ଲୋକେ ଦେଖି ଭୟଭିତ

ଆନନ୍ଦପୁର (କେନ୍ୟୁଜ୍): ଗାଁ ଦାଣ୍ଡରେ ବୁଲିଲେ ଜଙ୍ଗଲି ଭାଲୁ । ଆନନ୍ଦପୁର ବରାଙ୍ଗ ସଂରକ୍ଷିତ ଜଙ୍ଗଲରୁ ବାହାରି ଦିନରେ ଗାଁ ଦାଣ୍ଡରେ ବୁଲିଲେ ୩ ଭାଲୁ । ଭାଲୁଙ୍କୁ ଦେଖି ଲୋକେ ଭୟଭିତ ହୋଇଯାଇଥିବା ବେଳେ ଲୋକଙ୍କ ପାଟି ଶୁଣି ଭାଲୁ ପୁଣି ଜଙ୍ଗଲ ମୁହାଁ ହୋଇଛନ୍ତି ।

ଖାଦ୍ୟ ଅନେ୍ଵଷଣରେ ମା’ ଛୁଆ ଗାଁ ଅଭିମୁଖେ ଆସିଥିବା ସୂଚନା ମିଳିଛି । ଅନେକ ସମୟରେ ଜଙ୍ଗଲି ଭାଲୁ ଗାଁ ଭିତରକୁ ପଶୁଥିବାରୁ ଏଥିପ୍ରତି ଜଙ୍ଗଲ ବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.