ବ୍ରହ୍ମଗିରି ଅଲାରନାଥ ମନ୍ଦିରରୁ ଲୁଟ୍ !

ପୁରୀ : ଏମିତି କେମିତି କଳିଯୁଗ ଆସିଲା ଠାକୁରଙ୍କୁ ମଧ୍ୟ ଛଡ଼ୁ ନାହାନ୍ତି ଦୁର୍ବୃତ୍ତ। ବ୍ରହ୍ମଗିରି ଅଲାରନାଥ ମନ୍ଦିରର ହୁଣ୍ଡି ଭାଙ୍ଗି ହୋଇଛି ଟଙ୍କା ଲୁଟ୍। ସିସିଟିଭି କ୍ୟାମେରା ଭାଙ୍ଗି ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ଏନେଇ ମନ୍ଦିର ଟ୍ରଷ୍ଟି ଓ ତହସିଲଦାରଙ୍କ ପାଖରେ ଅଭିଯୋଗ କରିଛନ୍ତି ସେବାୟତ। ଗତକାଲି ରାତିରେ ମନ୍ଦିରରୁ ଲୁଟ୍ ହୋଇଛି। ଆଜି ସକାଳୁ ପୂଜକ ମନ୍ଦିର ଖୋଲିବାବେଳକୁ ହୁଣ୍ଡିରୁ ଲୁଟ୍ ହୋଇଥିବା ଜଣାପଡିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.