ଖୋର୍ଦ୍ଧା : ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୧୫ଲକ୍ଷ ଟଙ୍କା ସହ ବାଇକ୍ ଲୁଟ୍ ହୋଇଛି। ଏହି ଲୁଟ୍ ୧୬ ନମ୍ବର ଜାତୀୟ ରାଜପଥ ଓସିସି ଛକ ନିକଟରେ ଲୁଟ୍। ବାଇକରେ ଆସି ବନ୍ଧୁକ ଦେଖାଇ ଲୁଟିଲେ ଦୁଇ ଦୁବୃତ୍ତ। ବ୍ଯାଙ୍କକୁ ଟଙ୍କା ନେଇ ଡ଼ିପୋଜିଟ କରିବାକୁ ଯାଉଥିବା ବେଳେ ଲୁଟ୍। ସଦର ପୋଲିସର ତନାଘନା ଆରମ୍ଭ।