ପୁରୀର ବିଭିନ୍ନ ସ୍ଥାନରୁ ଚୋରି କରୁଥିବା ଲୁଟେରା ଗ୍ୟାଙ୍ଗ୍ ଗିରଫ

ପୁରୀ(କେନ୍ଯୁଜ୍): ପୁରୀର ବିଭିନ୍ନ ସ୍ଥାନରୁ ଚୋରି କରୁଥିବା ଲୁଟେରା ଗ୍ୟାଙ୍ଗ୍ ଗିରଫ । ବାଇକ ସହିତ ଟିଭି, କମ୍ପ୍ୟୁଟର ଆଦି ଲୁଟ କରୁଥିବା ଏକ ଗ୍ୟାଙ୍ଗକୁ ପୁରୀ ତାଳବଣିଆ ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମହେଶ୍ୱର ଭୋଇ, ଭୋଳେଶ୍ୱର ବେହେରା, ହେମନ୍ତ ବେହେରା ଓ ପି. ଚନଡ୍ରେୟା ରେଡି ।