ରାଜଧାନୀ ରାଜରାସ୍ତାରେ ଛିନ୍‌ତାଇ; ଲୁଟେରାକୁ ଧରି ପିଟିଲେ ଉତ୍ତ୍ୟକ୍ତ ଲୋକେ, ପୋଲିସ୍‌ କଲା ଉଦ୍ଧାର

ଭୁବନେଶ୍ୱର (କେ ନ୍ୟୁଜ୍‌) : ଟ୍ରାଫିକ୍‌ ଗହଳି ଭିତରେ ଓ ଦିନରେ ରାସ୍ତା ମଝିରେ ଜଣେ ଦୁର୍ବୃତ୍ତ ଲୋକଙ୍କ ଠାରୁ ମୋବାଇଲ୍‌ ଛଡ଼ାଉଥିଲା । ଆଉ ଧରାପଡ଼ିଗଲା । ତା ପରେ ଖୁବ୍‌ ଉତ୍ତମ ମଧ୍ୟମ ଖାଇଲା ଲୋକଙ୍କ ଠାରୁ । ହୁଏତ ତାର ଅବସ୍ଥା ଆହୁରି ଭୟଙ୍କର ହୋଇଥାନ୍ତା । ହେଲେ ଲକ୍ଷ୍ମୀସାଗର ଥାନା ପୋଲିସ୍‌ ପହଞ୍ଚି ଯୁବକ ଜଣକୁ ଉଦ୍ଧାର କରିଥିଲା ।

SNATCHER ARREST-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.