କମିଶନରେଟ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ୍

ଭୁବନେଶ୍ବର : କମିଶନରେଟ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ୍ । ବିଶ୍ୱକପ୍‌ ପୂର୍ବରୁ ପୋଲିସ ଆରମ୍ଭ କରିଥିବା ଅପରେସନରେ ୧୭ଜଣ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ଠାରୁ ୭୩ଟି ଦାମୀ ମୋବାଇଲ ଫୋନ୍‌ ଓ ବାଇକ୍‌ ଜବତ ହୋଇଛି । ଦୀର୍ଘଦିନ ହେବ ରାଜଧାନୀ ସମତେ ବିଭିନ୍ନ ଜିଲ୍ଲାରେ ଏମାନେ ଲୁଟ୍‌ କରୁଥିବାର ଅଭିଯୋଗ ହୋଇଛି । ଡ୍ରଗ୍ସ ପାଇଁ ସମସ୍ତେ ଲୁଟ୍‌ କରୁଥିବା ପୋଲିସ କମିଶନର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.