ରାଜଧାନୀରେ ବଡ ଧରଣର ଲୁଟ୍‌: ଘରେ ପଶି କଳାକନା ବୁଲାଇଲେ ଚୋର, ୫୦ ହଜାର ଟଙ୍କା ସହ ସୁନା ଗହଣା ଲୁଟ୍

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ବଡ ଧରଣର ଲୁଟ୍‌ । ଘରେ ପଶି କଳାକନା ବୁଲାଇଲେ ଚୋର । ଭୁବନେଶ୍ୱର ଲକ୍ଷ୍ମୀସାଗର ବୈରାଗୀ ନଗର ଅଂଚଳରୁ ୫୦ ହଜାର ଟଙ୍କା ସମେତ ୪୦ ଗ୍ରାମ ସୁନା ଗହଣା ଲୁଟ୍‌ ହୋଇଥିବା ଅଭିଯୋଗ । ମାଲିକ ଘରେ ନଥିବା ବେଳେ ଚୋରି ହୋଇଛି । ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.