ପୁରୀ: ନାଗାର୍ଜୁନ ବେଶରୁ ଗାୟବ ହୋଇଥିବା ଚନ୍ଦ୍ରସୂର୍ଯ୍ୟ ମହାପ୍ରଭୁଙ୍କ ବେଶ ସାମଗ୍ରୀର ଅଂଶବିଶେଷ ନୁହେଁ, ନୀତି ପ୍ରଶାସକ ଦେଲେ ସୂଚନା

ପୁରୀ(କେନ୍ୟୁଜ୍): ପୁରୀ ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶରୁ ଗାୟବ ହୋଇଥିବା ଚନ୍ଦ୍ରସୂର୍ଯ୍ୟ ମହାପ୍ରଭୁଙ୍କ ବେଶ ସାମଗ୍ରୀର ଅଂଶବିଶେଷ ନୁହେଁ । ଅତିରିକ୍ତ ଭାବେ ଦୁଇସେଟ୍‌ ଚନ୍ଦ୍ରସୂର୍ଯ୍ୟ ର୍ନିମାଣ କରିଥିଲେ କାରିଗର । ଏହି ଚନ୍ଦ୍ରସୂର୍ଯ୍ୟକୁ ମହାପ୍ରଭୁଙ୍କୁ ଲାଗି କରାଯାଇନଥିଲା। ଦୁଇଜଣ ସେବାୟତ ଏହାକୁ ନେଇଥିଲେ । ମହାପ୍ରଭୁଙ୍କ ନାଗାର୍ଜୁନ ଶେ ସାମଗ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ଏନେଇ ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

You might also like