ତେଲ ପରେ ବଢିଲା ଗ୍ୟାସ୍

ଭୁବନେଶ୍ବର(କେନ୍ଯୁଜ୍) : ବୃଦ୍ଧି ପାଇଲା ଗ୍ଯାସ୍ ଦର । ଅଣସବସିଡି ଏଲ୍‌ପିଜି ଦର ସିଲିଣ୍ଡର ପିଛା ୫୯ଟଙ୍କା ବୃଦ୍ଧି ପାଇଥିବାବେଳେ ସବସିଡ୍‌ ଏଲ୍‌ପିଜି ଦର ୨ଟଙ୍କା ୮୯ପଇସା ବଢିଛି। ସେପ୍‌ଟେମ୍ବରରେ କମ୍ପାନୀ ଗୁଡିକ ଏଲପିଜି ସିଲିଣ୍ଡର ପିଛା ୩୨୦ଟଙ୍କା ୪୯ପଇସା ସବସିଡି ଦେଉଥିବାବେଳେ ଅକ୍ଟୋବରରେ ଏହା ୩୭୬ଟଙ୍କା ୬୦ ପଇସାକୁ ବୃଦ୍ଧି ପାଇବ। ଅନ୍ତରାଷ୍ଟ୍ରୀୟ ବଜାରରେ ଦର ବୃଦ୍ଧି ଓ ବିଦେଶୀ ମୁଦ୍ରା ବିନିମୟ ମୂଲ୍ୟ ହ୍ରାସ -ବୃଦ୍ଧି କାରଣରୁ ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ଘଟିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.