ରାଜନୀତିରେ ଏମ.ଟେକ୍‌ ବୋହୂ: ଚାନ୍ଦବାଲି ପଞ୍ଚୁଟିକ୍ରି ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ପାଇଁ କଲେ ନାମାଙ୍କନ ଦାଖଲ

ଚାନ୍ଦବାଲି(କେନ୍ଯୁଜ୍): ରାଜନୀତିରେ ଏମ.ଟେକ୍‌ ବୋହୂ। ଭଦ୍ରକ ଚାନ୍ଦବାଲି ବ୍ଳକ ପଞ୍ଚୁଟିକ୍ରି ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ଏମ.ଟେକ୍‌ ବୋହୂ ସ୍ୱପ୍ନା ପ୍ରୀତିଛନ୍ଧା ପଲେଇ । ପଞ୍ଚୁଟିକ୍ରି ପଞ୍ଚାୟତର ପୂର୍ବତନ ସରପଞ୍ଚ ଗଙ୍ଗାଧର ଧଳଙ୍କ ବୋହୁ ସ୍ୱପ୍ନା ପ୍ରୀତିଛନ୍ଧା ପଲେଇ ।

ପଞ୍ଚାୟତ ପାଇଁ କିଛି କରିବାର ଲକ୍ଷ୍ୟ ରଖି ଚଳିତ ନିର୍ବାଚନରେ ଠିଆ ହୋଇଛନ୍ତି । ପରିବାର ଲୋକଙ୍କ ସହ ଆଲୋଚନା ପରେ ସମିତି ସଭ୍ୟା ପ୍ରାର୍ଥୀ ହୋଇଥିବା ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.