ଧୂମଧାମରେ ଚାଲିଛି ମାଆ ତାରିଣୀଙ୍କ ୮୬ତମ ଚଇତି ଉତ୍ସବ: ପଣା ସଂକ୍ରାନ୍ତି ପାଇଁ ପ୍ରବଳ ଭିଡ, ସୁନାବେଶକୁ ଦର୍ଶନ କରୁଛନ୍ତି ଲକ୍ଷାଧିକ ଭକ୍ତ

ଘଟଗାଁ(କେନ୍ୟୁଜ): କେନ୍ଦୁଝର ଜିଲ୍ଲାର ଆରାଧ୍ୟା ଦେବୀ ମାଆ ତାରିଣୀଙ୍କ ୮୬ତମ ଚଇତି ଉତ୍ସବ ଧୂମଧାମରେ ପାଳନ ହେଉଥିବା ବେଳେ ମାଆଙ୍କ ସୁନାବେଶକୁ ଦର୍ଶନ କରୁଛନ୍ତି ଲକ୍ଷାଧିକ ଭକ୍ତ । ଦୀର୍ଘ ୨ବର୍ଷ ପରେ ଉତ୍ସବ ମନାଯାଉଥିବାରୁ ମନ୍ଦିର ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ଅନ୍ୟପଟେ ପଣା ସଂକ୍ରାନ୍ତି ପାଇଁ ମଧ୍ୟ ମନ୍ଦିରରେ ପ୍ରବଳ ଭିଡ ଜମୁଛି । ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.