ମହାନଦୀ ଟ୍ରିବ୍ୟୁନାଲରେ ପୁଣି ଘୁଞ୍ଚିଲା ଓଡ଼ିଶା-ଛତିଶଗଡ଼ ଜଳ ବିବାଦ ମାମଲା ଶୁଣାଣି

କେନ୍ୟୁଜ୍: ମହାନଦୀ ଟ୍ରିବ୍ୟୁନାଲରେ ପୁଣି ଘୁଞ୍ଚିଲା ଓଡ଼ିଶା-ଛତିଶଗଡ଼ ଜଳ ବିବାଦ ମାମଲା ଶୁଣାଣି । ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଶୁଣାଣି ହୋଇଛି । ସେପ୍ଟେମ୍ବର ୨୮କୁ ଘୁଞ୍ଚିଲା ଶୁଣାଣି । ବର୍ଷା ପାଇଁ ସ୍ପଟ ଭିଜିଟ ହୋଇପାରିନଥିବା ଶୁଣାଣି ବେଳେ କହିଛନ୍ତି ଉଭୟ ରାଜ୍ୟ । ପୂର୍ବରୁ ଆପୋସ ଆଲୋଚନା ମାଧ୍ୟମରେ ଜଳ ବିବାଦର ସମାଧାନ ପାଇଁ କହିଥିଲେ ଟ୍ରିବ୍ୟୁନାଲ । ଉଭୟ ରାଜ୍ୟର ଆଡଭୋକେଟ୍‌ ଜେନେରାଲ ଓ ଜଳ ସମ୍ପଦ ସଚିବ ସ୍ତରୀୟ ବୈଠକ ଫେଲ ମାରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.