ମାହାଙ୍ଗ (କେନ୍ୟୁଜ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳ ରେ ପ୍ରଭାବିତ ହୋଇଛି କଟକ ଜିଲ୍ଲା। ସେଥି ମଧ୍ୟରୁ ମାହାଙ୍ଗା ମୁଖ୍ୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିସର ଓ ରୋଗୀଙ୍କ ରୁମ୍ ରେ ପାଣି ପଶି ଯାଇଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ ଓ ରୋଗୀଙ୍କ ସଂପର୍କୀୟ । ଏପରିକି ରୁମ୍ ବାହାରକୁ କୌଣସି କାମ ପାଇଁ ଗଲେ ପାଣିରେ ଯିବାକୁ ପଡୁଛି ରୋଗୀଙ୍କ ସଂପର୍କୀୟ ମାନଙ୍କୁ । ବଡ଼ ଲେବର ରୁମ୍ ଓ କୋମଳ ମତି ପିଲା ଓ ତାଙ୍କ ମାଆଙ୍କ ପାଇଁ ବହୁ ଅସୁବିଧା ହେଉଛି ।
ସ୍ବାସ୍ଥ୍ୟ କେନ୍ଦ୍ରର ଜଏଣ୍ଟ ହୋଇଥବା ଛାତରୁ ପାଣି ପଡିଛି ଏବଂ ଘରର ଗ୍ରିଲ୍ ଦୁଆର ମୁହଁ ବାଟେ ଦେଇ ମେଡିକାଲ୍ ରୁମ୍ ଭିତରକୁ ପାଣି ପଶୁ ଛି ଏଥି ପ୍ରତି ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ଦୃଷ୍ଟି ଦେବାକୁ ରୋଗୀଙ୍କ ସଂପର୍କୀୟ ଦାବି କରିଛନ୍ତି ସରକାରଙ୍କ ନିକଟରେ ।
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…