ମହାପ୍ରସାଦ ଦର ଚୂଡାନ୍ତ ନେଇ ଆଲୋଚନା , ବଜାର ଓ ସାମଗ୍ରୀ ଦର ବୃଦ୍ଧି ଅନୁସାରେ ମହାପ୍ରସାଦ ମୂଲ୍ୟ ସ୍ଥିର ପାଇଁ ପ୍ରସ୍ତାବ

ପୁରୀ(କେନ୍ୟୁଜ୍) : ମହାପ୍ରସାଦ ଦର ଚୂଡାନ୍ତ ନେଇ ଆଲୋଚନା ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ସୁଆର ମହାସୁଆର ଓ ପରିଚାଳନା କମିଟି ସଦସ୍ୟଙ୍କ ମଧ୍ୟରେ ଏନେଇ ଆଜି ଆଲୋଚନା କରାଯାଇଛି । ବଜାର ଓ ସାମଗ୍ରୀ ଦର ବୃଦ୍ଧି ଅନୁସାରେ ମହାପ୍ରସାଦ ମୂଲ୍ୟ ସ୍ଥିର ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇଛି ।

puri templeନୂଆବର୍ଷରୁ ମହାପ୍ରସାଦ ଦର ଚୂଡାନ୍ତ ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ହେଲେ ତାହା ଏଯାଏଁ କାର‌୍ୟ୍ୟକାରୀ ହୋଇନାହିଁ । ସେହିପରି ଆନନ୍ଦ ବଜାର ଶୃଙ୍ଖଳା ଓ ଦିବ୍ୟାଙ୍ଗଙ୍କ ପାଇଁ ର‍୍ୟାମ୍ପ ନେଇ ଆଜିର ବୈଠକରେ ଆଲୋଚନା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.