ବିଜେପୁର ଉପନିର୍ବାଚନ ପୂର୍ବରୁ ଗାଇସିଲେଟ ବ୍ଲକରେ ମହିଳା ସମାବେଶ

ବିଜେପୁର: ବିଜେପୁର ଉପନିର୍ବାଚନ ପୂର୍ବରୁ ଗାଇସିଲେଟ ବ୍ଲକରେ ମହିଳା ସମାବେଶ । କଠଉମାଲ ପଞ୍ଚାୟତରେ ଅନୁଷ୍ଠିତ ମହିଳା ସମାବେଶରେ ଖଣିମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବୀ ମିଶ୍ର, ପ୍ରଭାତ ବିଶ୍ୱାଳ ଓ ଅନେକ ଦଳୀୟ ନେତା ଏବଂ କର୍ମୀ ଯୋଗ ଦେଇ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରାଇବାକୁ ଆଲୋଚନା କରିଥିଲେ । ଏଥିରେ କଠଉମାଲ ପଞ୍ଚାୟତର ଏକହଜାରରୁ ଅଧିକ ମହିଳା ଯୋଗ ଦେଇଥିଲେ।