ପୁରୀରେ ଅନୁଷ୍ଠିତ ହେଲା ପଞ୍ଚଦଶ ବାର୍ଷିକ ମହୋଦଧି ଆଳତୀ, ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ କଲେ ସମୁଦ୍ରକୁ ବନ୍ଦାପାନ

କେନ୍ୟୁଜ୍(ବ୍ୟୁରୋ):  ପୁରୀରେ ମହୋଦଧି ଆଳତି । ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି ପଞ୍ଚଦଶ ବାର୍ଷିକ ମହୋଦଧି ଆଳତୀ । ଏଥିରେ ପୁରୀ ଗୋବର୍ଦ୍ଧନ ମଠର ମଠାଧିଶ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ ମଠା ସାଧୁସନ୍ଥ ଓ ବୁଦ୍ଧିଜୀବୀ ଯୋଗ ଦେଇଛନ୍ତି ।

maha

ସମୁଦ୍ର କୂଳ ଲଂଘିବା ସହ ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବାରୁ ତୀର୍ଥରାଜ ମହୋଦଧିର ସୁରକ୍ଷା ପାଇଁ ମହୋଦଧି ଆଳତୀ କରାଯାଇଛି । ସକାଳେ ନାମ ସଙ୍କୀର୍ତ୍ତନ, ସୁନ୍ଦରକାଣ୍ଡ, ସଭାକାର୍ଯ୍ୟ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.