ଗଣତନ୍ତ୍ର ଦିବସରେ ଜଳଚକ୍ରି ନିର୍ମାଣ କରିଥିବା କରଞ୍ଜିଆ ଉପଖଣ୍ଡର ମହୁର ଟିପିରିଆଙ୍କୁ ସମ୍ମାନିତ କଲେ ଉପଜିଲ୍ଲାପାଳ

କରଞ୍ଜିଆ: କେନ୍ଯୁଜର ମହାପ୍ରଭାବ। ଆଜି ଜାନୁଆରୀ ୨୬ ଉପଲକ୍ଷେ କରଞ୍ଜିଆ ଉପଖଣ୍ଡରେ ମହୁର ଟିପିରିଆଙ୍କୁ ସମ୍ମାନିତ କରାଯାଇଛି । ୫ ହଜାର ଟଙ୍କା ମାନପତ୍ର ଓ ଉପଢୌକନ ପ୍ରଦାନ କରିଛନ୍ତି ଉପଜିଲ୍ଲାପାଳ ଡ଼ଃ ରଂଜିନିକାନ୍ତ ବିଶ୍ୱାଳ ।

କେନ୍ଯୁଜରରେ ପ୍ରଥମେ ମହୁର ଟିପିରିଆ ବିନା ଯନ୍ତ୍ରପାତି , ବିନା ବିଜୁଳିରେ ଜଳଚକ୍ରି ନିର୍ମାଣ କରିଥିବା ଖବର ପ୍ରସାରଣ ହୋଇଥିଲା । କେନ୍ଯୁଜ୍ ରେ ଏହା ଲକ୍ଷ ଲକ୍ଷ ଲୋକମାନେ ଦେଖିବା ସହିତ ଜଳଚକ୍ରି ନିର୍ମାଣ କରିଥିବା ସ୍ଥାନରେ ଭିଡ଼ ଜମିଥିଲା, ଉକ୍ତ ଜଳଚକ୍ରିକୁ ଦେଖିବା ପାଇଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.