କପା ପ୍ରୋସେସିଂ ୟୁନିଟରେ ଅଗ୍ନିକାଣ୍ଡ, ବିପୁଳ ପରିମାଣର କପା ନଷ୍ଟ

ଗୁଣପୁର(କେନ୍ୟୁଜ) : ଏକ କପା ପ୍ରୋସେସିଂ ୟୁନିଟରେ ଅଗ୍ନିକାଣ୍ଡ ଘଟି ବିପୁଳ ପରିମାଣର କପା ନଷ୍ଟ ହୋଇଯାଇଥିବା ଜଣାଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ ।
ପ୍ରାପ୍ତ ସୂଚନା ଅନୁଯାୟୀ, ରାୟଗଡା ଜିଲ୍ଲା ଗୁଣୁପୁର ସହର ନିକଟସ୍ଥ ଏଦୁରୁୱଲସା କପା ପ୍ରୋସେସିଂ ୟୁନିଟରେ ଘଟିଯାଇଛି ଅଗ୍ନିକାଣ୍ଡ ।

ଫଳରେ ଜଳିଯାଇଛି ବିପୁଳ ପରିମାଣର କପା । ଖବର ପାଇ ଘଟଣା ସ୍ଥଳରେ ୨ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟୁତ୍ତ କରିଛନ୍ତି । ହେଲେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।

Leave A Reply

Your email address will not be published.