କମିଶନରେଟ୍‌ ପୋଲିସରେ ବଡ଼ ଧରଣର ଅଦଳ ବଦଳ: ବଦଳିଲେ ୨୦ ଆଇଆଇସି

ଭୁବନେଶ୍ବର(କେନ୍ୟୁଜ୍):ବଦଳିଲେ ୨୦ ଅଫିସର। କମିଶନରେଟ୍‌ ପୋଲିସରେ ବଡ଼ ଧରଣର ଅଦଳ ବଦଳ । ସହିଦ ନଗର, ଲକ୍ଷ୍ମୀସାଗର, ବାଲିପାଟଣା, ମହିଳା ଓ ଚନ୍ଦକା ଆଇଆଇସିଙ୍କୁ ବଦଳି କରାଯାଇଛି । ହିମାଂଶୁ ସ୍ୱାଇଁଙ୍କୁ ସ୍ପେଶାଲ ସ୍କ୍ଵାର୍ଡ ଭାବେ ଦାୟିତ୍ୱ ଦିଆଯାଇଛି । ମନେକାଜ କୁମାର ହେଲେ ସହିଦ ନଗର ଆଇଆଇସି ।

ପ.ଶ୍ୟାମ ସୁନ୍ଦର ରାଓଙ୍କୁ ଲକ୍ଷ୍ମୀସାଗର, ଓମ ପ୍ରକାଶ ମହାନ୍ତିଙ୍କୁ ବାଲିପାଟଣା ଏବଂ ରାଧାକାନ୍ତ ସାହୁଙ୍କୁ ଚନ୍ଦକା ଥାନାକୁ ବଦଳି କରାଯାଇଛି । ଶୁଭଶ୍ରୀ ପଣ୍ଡା ହେଲେ ମହିଳା ଥାନା ଆଇଆଇସି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.