ରାଜ୍ୟ

ମକର ପର୍ବ ଉପଲକ୍ଷେ ଚଳଚଞ୍ଚଳ ମୟୁରଭଞ୍ଜ, କୁଡୁମୀ ସମ୍ପ୍ରଦାୟ କରିବେ ଟୁସୁ ଦେବୀଙ୍କ ପୂଜା

ମୟୂରଭଞ୍ଜ (କେନ୍ୟୁଜ): ମୟୂରଭଞ୍ଜର ଗଣପର୍ବ ମକର ସଂକ୍ରାନ୍ତିକୁ ଧୁମଧାମରେ ପାଳୁଛନ୍ତି ଲୋକେ। ଗତକାଲି ରାତିରେ ପ୍ରସ୍ତୁତ ହୋଇଥିବା ମକର ପଲା ନିକଟରେ ବିଧି ଓ ପରମ୍ପରା ଅନୁସାରେ ମକର ମାଆଙ୍କୁ ପୂଜାର୍ଚ୍ଚନା କରାଯାଥିଲା । ପରେ ମକର ପଲାକୁ ଅଗ୍ନି ସଂଯୋଗ କରି ନାଚ ଗୀତରେ ମସଗୁଲ ହୋଇଥିଲେ ମୟୂରଭଞ୍ଜ ବାସୀ । ଏଥି ପାଇଁ ଦୋକାନ ,ବଜାର , ହାଟ ମାନଙ୍କରେ ଗଣ ପର୍ବ ମକର ନିମନ୍ତେ ମୂଖ୍ୟତଃ ଚୁଡା, ତିଳଉ , ଗୁଡ, ଫଳମୂଳ ଇତ୍ୟାଦି କିଣା ବିକା କରାଯାଉଥିବାର ଦେଖାଯାଇଥାଏ।

ଏହି ଉତ୍ସବରେ ଆଦିବାସୀ ମାନଙ୍କର ଆଉ ଏକ ପରମ୍ପରା ଦାମୋଦର ଯାତ୍ରା ମଧ୍ୟ ପାଳନ କରାଯାଇଥାଏ । ଏହି ଦିନ ଆଦିବାସୀ ସମ୍ପ୍ରଦାୟର ପିତୃ ପୁରୁଷଙ୍କ ଅସ୍ଥିକୁ ବିଭିନ୍ନ ନଦୀର ତ୍ରୀବେଣୀ ସଂଗମରେ ବିସର୍ଜନ କରାଯାଇଥାଏ । ସାଧାରଣ ଲୋକଙ୍କ ଘରେ ପିଠା ପଣା , ମକର ଚାଉଳ ପ୍ରସ୍ତୁତି କରାଯାଇଥାଏ । ଏହି ମକର ପର୍ବ ମୟୂରଭଞ୍ଜ ଜିଲ୍ଲାରେ ଏକ ସପ୍ତାହ ଧରି ପାଳନ କରାଯାଉଥିବା ବେଳେ ଖେଳ କୁଦ ପ୍ରତିଯୋଗିତା ହେବା ସହିତ ଆଦିବାସୀ ଏବଂ କୁଡୁମି ସମ୍ପ୍ରଦାୟର ପରମ୍ପରା ଅନୁଯାୟୀ ଆରାଧ୍ୟ ଦେବୀ ଟୁସୁ ଦେବୀଙ୍କୁ ପୂଜାର୍ଚ୍ଚନା କରିବା ସହିତ ଶୋଭା ଯାତ୍ରା ନିଆଯାଇ ପୁଷ୍କରିଣୀରେ ବିସର୍ଜନ କରାଯାଇଥାଏ ।

 

 

 

Barsha

Recent Posts

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଥିଲେ, ହେଲେ ଛାଡିଲେନି ଗାଁର ମହିଳା । ସିଧା ଘରକୁ ଗଲେ ଆଉ ପକାଇଲେ…

1 min ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

19 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

21 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

57 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago