କେମିତି ହେବ ମେକ ଇନ ଓଡ଼ିଶା କନକ୍ଳେଭ ?

କେନ୍ୟୁଜ (ବ୍ୟୁରୋ): କେମିତି ହେବ ମେକ ଇନ ଓଡ଼ିଶା କନକ୍ଳେଭ। କରୋନା ସଙ୍କଟ ବେଳେ ମେକ ଇନ ଓଡ଼ିଶା କନକ୍ଳେଭ କରିବାକୁ ବିଚାର ବିମର୍ଶ ଚାଳିଛି । ଏ ନେଇ ବିଭିନ୍ନ ସଂସ୍ଥାଙ୍କ ସହ ଆଲୋଚନା ଚାଲିଥିବା ଶିଳ୍ପମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସୂଚନା ଦେଇଛନ୍ତି । ଆସନ୍ତା ନଭେମ୍ବର ଶେଷ ସପ୍ତାହରେ ମେକ ଇନ ଓଡ଼ିଶା କନକ୍ଳେଭ ହେବାର ଅଛି । ଏଥିପାଇଁ ଏବେ ଠାରୁ କାଉଣ୍ଟ ଡାଉନ ଆରମ୍ଭ ହୋଇଛି । ପୂର୍ବରୁ ଅନୁଷ୍ଠିତ ଦୁଇଟି ମେକ ଇନ ଓଡ଼ିଶାରେ ଆସିଥିବା ପୁଞ୍ଜିନିବେଶ ପ୍ରସ୍ତାବ ମଧ୍ୟରୁ ୯୦ ପ୍ରତିଶତ ଗ୍ରାଉଣ୍ଡ ବ୍ରେକିଙ୍ଗ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.