ଜୁଆ ଅଡ୍ଡା ଉପରେ ଚଢ଼ାଉ କରି ୧୪ ଜଣ ଜୁଆଡ଼ିଙ୍କୁ ଗିରଫ କଲା ମାଲଗୋଦାମ ଥାନା ପୋଲିସ୍, ନଗଦ ୩୭ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଜବତ

କଟକ: ଜୁଆ ଅଡ୍ଡା ଉପରେ ଚଢ଼ାଉ କରି ୧୪ ଜଣ ଜୁଆଡ଼ିଙ୍କୁ ଗିରଫ କଲା ମାଲଗୋଦାମ ଥାନା ପୋଲିସ୍। କଲେଜ ଛକ ସିଡିଏ ମାର୍କେଟ କମ୍ପ୍ଲେକ୍ସରେ ଚାଲିଥିଲା ଏହି ଜୁଆ ଆଡ୍ଡା।

୧୪ ଜଣଙ୍କୁ ଗିରଫ କରିବା ସହିତ ୩୭ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଜବତ। ୧୦ ଟି ମୋବାଇଲ ଜବତ। କାଲକୁଲେଟର, ଷ୍ଟମ୍ପ ପ୍ୟାଡ଼, ସଟା ବୋର୍ଡ, କଲମ,କାଗଜ ଜବତ। ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.