ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ୍‌. ଆନନ୍ଦ ରାଓ

ମାଲକାନଗିରି(କେ ନ୍ୟୁଜ): ଭିଜିଲାନ୍ସ ଜାଲରେ କୃଷି ଅଧିକାରୀ । ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ୍‌. ଆନନ୍ଦ ରାଓଙ୍କ ଘରେ ଭିଜିଲାନ୍ସ୍‌ ଚଢାଉ । ଏକକାଳୀନ ୬ଟି ସ୍ଥାନରେ ଚଢାଉ ଜାରି ରହିଛି । ନବରଙ୍ଗପୁର ବାସଭବନ ସହ, ମାଲକାନଗିରି କାର୍ଯ୍ୟାଳୟ

ବାସଭବନ ଏବଂ ବିଶାଖାପାଟଣାରେ ଚାଲିଛି ରେଡ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗର ଚଢାଉ କରାଯାଇଛି । ମାଲକାନଗିରି ଏବଂ ଜୟପୁର ଭିଜିଲାନ୍‌ସର ୨ଟି ଟିମ୍‌ ଚଢାଉ ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.