ନୀତି ଆୟୋଗ ଆକାଂକ୍ଷୀ ଜିଲ୍ଲା ଟପ୍-୫ ଭିତରେ ରହିଲା ମାଲକାନଗିରି ଜିଲ୍ଲା

ମାଲକାନଗିରି (କେନ୍ୟୁଜ ): ନୀତି ଆୟୋରେ ମାଲକାନଗିରିଗ ଆକାଂକ୍ଷୀ ଜିଲ୍ଲା ଡେଲଟା ରାଙ୍କିଂର ଟପ୍‌ ଫାଇଭରେ ମାଲକାନଗିରି । ଭିତ୍ତିଭୂମି କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛି ମାଲକାନଗିରି ଜିଲ୍ଲା । ଫେବ୍ରୁଆରୀ ମାସର ଡେଲଟା ରାଙ୍କିଂରେ ତିନି ନମ୍ବର ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ଆସାମର ଉଦଲଗିରି, ଦ୍ୱିତୀୟରେ କର୍ଣ୍ଣାଟକର ୟାଦଗିରି ରହିଛି । ଚତୁର୍ଥ ସ୍ଥାନରେ ଛତିଶଗଡ଼ର ସୁକୁମା ଓ ପଞ୍ଚମରେ ରହିଛି ବିହାରର ପୁର୍ଣ୍ଣିଆ ।

ଅନ୍ୟପଟେ ଗୋଟିଏ ଗୋଟିଏ ଆକାଂକ୍ଷୀ ଜିଲ୍ଲା ରିଭ୍ୟୁ କରିବା ପାଇଁ ଜଣେ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଦାୟିତ୍ୱ ଦେବା ରାଜନୀତି ଛଡ଼ା ଆଉ କିଛି ନୁହେଁ ବୋଲି କହିଛନ୍ତି ବିଜେଡ଼ି ବିଧାୟକ ଅମର ପଟ୍ଟନାୟକ । ଆକାଂକ୍ଷୀ ଜିଲ୍ଲାକୁ ଯଦି ଅବହେଳିତ ବୋଲି ମାନୁଛନ୍ତି ସେହି ଜିଲ୍ଲା ଗୁଡ଼ିକରେ କେନ୍ଦ୍ରିୟ ଅନୁଦାନ ୬୦ରୁ ୯୦ ପ୍ରତିଶତ କରିବାକୁ ବୃଦ୍ଧି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.