ଦାଦାବଟି ମାଗି ଗିରଫ ହେଲା ଡି ବ୍ରଦର୍ଶଙ୍କ ସହଯୋଗୀ ଡ୍ୟାନି, ତା ନାଁରେ ବିଭିନ୍ନ ଥାନାରେ ୫ରୁ ଅଧିକ ମାମଲା

କଟକ(କେନ୍ୟୁଜ): ଦାଦାବଟି ମାଗିବା ଅଭିଯୋଗରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଲାଲବାଗ ଥାନା ପୋଲିସ। ଅଭିଯୁକ୍ତ ହେଉଛନ୍ତି କାଳିଗଳି ଅଞ୍ଚଳର ଡ୍ୟାନି ଖଣ୍ଡେଇ। ଅଭିଯୁକ୍ତ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ୫ରୁ ଅଧିକ ମାମଲା ରହିଛି। ସେ ଡି ବ୍ରଦର୍ଶଙ୍କର ସହଯୋଗୀ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି। ଡ୍ୟାନି ନିକଟ ଅତୀତରେ ଜେଲରୁ ମୁକୁଳି ଥିବା ସୂଚନା ଦେଇ କହିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.