ମାଓବାଦୀ ନାଁରେ ବନ୍ଧୁକ ଦେଖାଇ ଠିକାଦାରଙ୍କଠୁ ଦାଦାବଟି ଆଦାୟ, ଯୁବକକୁ ଗିରଫ କଲା ଗୋଲାମୁଣ୍ଡା ପୋଲିସ୍

ଧର୍ମଗଡ଼ (କେନ୍ୟୁଜ୍‌): ମାଓବାଦୀ ନାଁରେ ଚାନ୍ଦା ଅସୁଲି ଅଭିଯୋଗ । ମାଓବାଦୀଙ୍କ ନାଁରେ ବନ୍ଧୁକ ଦେଖାଇ ଜଣେ ଠିକାଦାରଙ୍କ ଠାରୁ ଦାଦାବଟି ଆଦାୟ କରୁଥିବା ବେଳେ କଳାହାଣ୍ଡି ଗୋଲାମୁଣ୍ଡା ପୋଲିସ ତାଙ୍କୁ ଗିରଫ କରିଛି ।

ଗିରଫ ଯୁବକ ହେଲେ ଗୋଲାମୁଣ୍ଡା ଥାନା ପିତାଗୁଡା ଗାଁର ସୁବାଷ ମାଝୀ । ତାଙ୍କ ଠାରୁ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି । ପୁର୍ବରୁ ସୁବାଷ ମାଓ ସଙ୍ଗଠନରେ ସାମିଲ ଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.