କୋର୍ଟ ନିର୍ଦ୍ଦେଶ ନ ମାନିବାରୁ ଗିରଫ ହେଲେ ଯୁବକ

ସୋର(କେନ୍ୟୁଜ୍): କୋର୍ଟ ନିର୍ଦ୍ଦେଶ ନ ମାନିବାରୁ ଗିରଫ ହେଲେ ଯୁବକ । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଆମ୍ବଗଡ଼ିଆ ଗ୍ରାମରେ ଶ୍ରୀଧର ଜେନା ନିର୍ଯ୍ୟାତନା ଦେଉଥିବା ନେଇ ୨୦୧୫ ମସିହାରେ ଅଭିଯୋଗ କରିଥିଲେ ସ୍ତ୍ରୀ । ଅଭିଯୋଗ ପରେ କୋର୍ଟରେ ସ୍ତ୍ରୀଙ୍କ ଭରଣ ପୋଷଣ ପାଇଁ ମାସିକ ୮୦୦ ଟଙ୍କା ଦେବାକୁ କୋର୍ଟ ଶ୍ରୀଧରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ହେଲେ ଶ୍ରୀଧର କୌଣସି ଟଙ୍କା ନଦେଇ ଫେରାର ହୋଇ ଯାଇଥିଲେ । ଶେଷରେ ତାଙ୍କ ନାଁରେ ୱାରଣ୍ଟ ବାହାରିବା ପରେ ଖଇରା ପୋଲିସ୍ ଶ୍ରୀଧରକୁ ନିଜ ଘରୁ ଗିରଫ କରି କୋର୍ଟ ଚାଲାଣ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.