ଭୁବନେଶ୍ବର : ଆମ୍ବ ପାଇଁ ଚାଲିଗଲା ଜୀବନ

ଭୁବନେଶ୍ବର : ଆମ୍ବ ଖାଇବାକୁ ଯାଇ ପ୍ରାଣ ହରାଇଲେ ଯୁବକ । ଗଛରେ ଚଢିଥିବା ବେଳେ ବିଦ୍ୟୁତ୍ ଆଘାତରେ ଘଟଣାସ୍ଥଳରେ ଟଳି ପଡିଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜୟଦେବ ବିହାରରେ । ତେବେ ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଖବର ପାଇ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିଛି ନୂଆପଲ୍ଲୀ ପୋଲିସ୍ ।