ଝିଆରୀ ସହ ପ୍ରେମ ସମ୍ପର୍କ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା

ବାଲେଶ୍ୱର (କେନ୍ଯୁଜ୍) : ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ । ବାଲେଶ୍ୱର ଜିଲ୍ଲା ବ୍ରହ୍ମପୁର ଥାନା ଅଞ୍ଚଳର ଘଟଣା। ମୃତକ ହେଲେ ଭାଲୁଆ କବାଟ । ଅଭିଯୋଗ ଅନୁଯାୟୀ, ଭାଲୁଆ କବାଟଙ୍କ ଝିଆରୀ ସହ ଜଗନ୍ନାଥ କବାଟଙ୍କ ପ୍ରେମ ସମ୍ପର୍କ ନେଇ ବିବାଦ ଲାଗିରହିଥିଲା।

murder

ଏନେଇ ଗତକାଲି ଭାଲୁଆ ଜଗନ୍ନାଥ କବାଟଙ୍କ ଘରକୁ ମାରଣାସ୍ତ୍ର ନେଇ ଯାଇଥିଲେ । ପରେ ଜଗନ୍ନାଥଙ୍କ ଆକ୍ରମଣରେ ଭାଲୁଆଙ୍କ ମୃତ୍ୟୁ ହୋଇଛି। ପୋଲିସ ୭ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.