ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଯୁବକ ନିଖୋଜ, ୨ଜଣ ଉଦ୍ଧାର

ପୁରୀ(କେନ୍ୟୁଜ୍) : ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଜଣେ ଯୁବକ ନିଖୋଜ । ଦୁଇ ଜଣ ଉଦ୍ଧାର । ନିଖୋଜ ପର୍ଯ୍ୟଟକ ବାଲେଶ୍ୱର ସଚିନାର ବଂଶୀଧର ବେହେରା । ଉଦ୍ଧାର ପର୍ଯ୍ୟଟକ ହେଲେ ଝାଡଖଣ୍ଡର ନିଶାନ୍ତି ଓ ହିମାଂଶୁ । ସେମାନଙ୍କୁ ଲାଇଫଗାର୍ଡ ଉଦ୍ଧାର କରିଛନ୍ତି । ଅନ୍ୟ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.