ନବରଙ୍ଗପୁରରେ ଲାଲ ତାଣ୍ଡବ, ଜଙ୍ଗଲ କାଟିବା ଅଭିଯୋଗରେ ଘରୁ ଡାକି ନେଇ ହତ୍ୟା

ନବରଙ୍ଗପୁରରେ ଲାଲ ତାଣ୍ଡବ । ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା । ରାଇଘର ଅଞ୍ଚଳରେ ଯୁବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ । ଜଙ୍ଗଲ କାଟିବା ଅଭିଯୋଗରେ ହତ୍ୟା କରାଯାଇଥିବା ସୂଚନା ମିଳିଛି। କାନଟିସିମୋଡା ପଞ୍ଚାୟତ ଲକ୍ଷ୍ମଣପୁର ଗାଁର ନାରାୟଣ ନାଗେଶଙ୍କୁ ଘରୁ ଡାକି ନେଇ ହତ୍ୟା କରିଛନ୍ତି ମାଓବାଦୀ ।

ନବରଙ୍ଗପୁର(କେନ୍ୟୁଜ):  ନବରଙ୍ଗପୁରରେ ଲାଲ ତାଣ୍ଡବ । ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା । ରାଇଘର ଅଞ୍ଚଳରେ ଯୁବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ । ଜଙ୍ଗଲ କାଟିବା ଅଭିଯୋଗରେ ହତ୍ୟା କରାଯାଇଥିବା ସୂଚନା ମିଳିଛି। କାନଟିସିମୋଡା ପଞ୍ଚାୟତ ଲକ୍ଷ୍ମଣପୁର ଗାଁର ନାରାୟଣ ନାଗେଶଙ୍କୁ ଘରୁ ଡାକି ନେଇ ହତ୍ୟା କରିଛନ୍ତି ମାଓବାଦୀ ।

ଜଂଗଲ କାଟି ଗାଁ ବସାଇବା ଅଭିଯୋଗରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ମାଓବାଦୀ ମୈନପୁର-ନୂଆପଡା ଡିଭିଜନାଲ୍‌ କମିଟି ପକ୍ଷରୁ ପୋଷ୍ଟର ଳଗାଯାଇଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.