ରାଜ୍ୟ

କି ବ୍ୟବସ୍ଥା କିହୋ ! ଆନନ୍ଦପୁରରେ ବାଇକ୍‌, ଫାଇନ୍‌ କଟୁଛି ବୌଦ୍ଧରେ

ଆନନ୍ଦପୁର(କେନ୍ୟୁଜ୍): ଗାଡି ଫାଇନ୍‌ କୁ ନେଇ ବୌଦ୍ଧ SDJM କୋର୍ଟରେ ହାଜର ପାଇଁ ନୋଟିସ୍‌ ଆସିବାପରେ ଚିନ୍ତାରେ ପଡିଛନ୍ତି ଆନନ୍ଦପୁର ଟୋଲଙ୍କପଡାର ବାଇକ୍‌ ମାଲିକ ଦୁର୍ଯ୍ୟୋଧନ ଜେନା । ଦୁର୍ଯ୍ୟୋଧନଙ୍କ ବୁଲେଟ୍‌ OD34H6910 ନାଁ ରେ ବୌଦ୍ଧ ଥାନା ଅଞ୍ଚଳରେ ୨୦୨୨ ମସିହା ସେପ୍ଟେମ୍ବର ୨ତାରିଖରେ ପୋଲିସ୍‌ ପକ୍ଷରୁ ୧୦ହଜାର ଟଙ୍କାର ଫାଇନ୍‌ ହୋଇଛି । ଏନେଇ ଆସନ୍ତା ୩୧ ତାରିଖରେ କୋର୍ଟରେ ହାଜର ହେବାକୁ ନୋଟିସ୍‌ ହୋଇଛି।

ହେଲେ ଦୁର୍ଯେ୍ଯାଧନ ଙ୍କ କହିବା ଅନୁଯାୟୀ, ସେ ନିଜ ବୁଲେଟ୍‌ ନେଇ କେବେବି ଆନନ୍ଦପୁର ବାହାରକୁ ଯାଇ ନାହାଁନ୍ତି। ତେବେ ଫାଇନ୍‌ ହୋଇଥିବା ନିଜର ଗାଡିଟି ବୁଲେଟ୍‌ ହୋଇଥିବାବେଳେ ଫାଇନ୍‌ ଚାଲାଣରେ ଥିବା ଫଟୋ ବୁଲେଟ୍‌ ନୁହଁ ବରଂ ଅନ୍ୟ କଉ ଗାଡିର ହୋଇଥିବା ଦେଖିବାକୁ ମିଳିଛି। ଦୁର୍ଯ୍ୟୋଧନଙ୍କ ଗାଡି ନଂ ବ୍ୟବହାର କରି ବୌଦ୍ଧ ଅଞ୍ଚଳରେ କେହି ଅନ୍ୟ ଏକ ବାଇକ୍‌ ଚଳାଉଥିବା ସନ୍ଦେହ ହୋଇଛି | ଏନେଇ ଦୁର୍ଯ୍ୟୋଧନ ଘଷିପୁରା ପୋଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି।

 

 

Sasmita

Recent Posts

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

14 mins ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

23 mins ago

ଏଲନ୍‌ ମସ୍କଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଭାରତରେ ବ୍ୟାନ୍‌ କଲେ ୨ ଲକ୍ଷରୁ ଅଧିକ X ଆକାଉଣ୍ଟ, ହେଉଥିଲା ଘୃଣ୍ୟ କାର୍ଯ୍ୟ

ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ଭାରତରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । X କର୍ପ ଏପ୍ରିଲ…

28 mins ago

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

53 mins ago

ବିବାହ ପୂର୍ବରୁ ଶାଶୁଘର ଲୋକଙ୍କ ସହ ନଜର ଆସିଲେ ସୋନାକ୍ଷୀ, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…

59 mins ago

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ୧୫ରେ ପହଞ୍ଚିଥିଲା ମୃତକଙ୍କ ସଂଖ୍ୟା, ୧୯ଟି ଟ୍ରେନ ବାତିଲ, ମାନବୀୟ ତ୍ରୁଟିରୁ ଦୁର୍ଘଟଣା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…

60 mins ago