ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ପଦବୀ ଗ୍ରହଣ କଲେ ମଞ୍ଜୁଲତା କଅଁର

ଭୁବନେଶ୍ବର(କେନ୍ୟୁଜ୍): ମଞ୍ଜୁଲତା କହଁର ବିଏମସିର ଡେପୁଟି ମେୟର । ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଡେପୁଟି ମେୟର ମଞ୍ଜୁଲତା କହଁର। ଡେପୁଟି ମେୟର ଭାବେ ଦାୟିତ୍ୱ ଗ୍ରହଣ କଲେ ମଞ୍ଜୁଲତା। ୨୨ ନମ୍ବର ଓ୍ଵାର୍ଡର କର୍ପୋରେଟର ହେଉଛନ୍ତି ମଞ୍ଜୁଲତା କଅଁର ।

ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପିଜି କରିଛନ୍ତି ମଞ୍ଜୁଲତା । ସେ ୪୭୬ ଭୋଟରେ ଜିତିଥିଲେ । ପ୍ରଥମ ଥର ପାଇଁ ସେ ବିଜେଡିରୁ ଟିକଟରୁ ନିର୍ବାଚନ ଲଢ଼ିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.