ରାଜ୍ୟ

ବୈପାରୀଗୁଡା ବିଏସଏଫ ଓ ପୋଲିସକୁ  ମିଳିଛି  ସଫଳତା, ମାଓ କ୍ୟାମ୍ପ ଚଢାଉ କରି ଜବତ କଲେ ବିପୁଳ ପରିମାଣର ମାଓ ସାମଗ୍ରୀ

କେନ୍ୟୁଜ୍ (ବ୍ୟୁରୋ):ଦିର୍ଘଦିନର ବ୍ୟବଧାନ ପରେ ବୈପାରୀଗୁଡା ବିଏସଏଫ ଓ ପୋଲିସକୁ  ମିଳିଛି  ସଫଳତା । ଗତକାଲି ବିଳମ୍ବିତ ରାତିରେ ବୈପାରିଗୁଡା କେଳୁଗୁଡା ଅଞ୍ଚଳରେ ପୋଲିସ ଓ ବିଏସଏଫ ଏକ ମାଓ କ୍ୟାମ୍ପ ଉପରେ ଚଢାଉ କରିଛନ୍ତି ।  ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବିଏସଏଫ ୧୫୧ ବାଟାଲିଆନ ଓ ବୈପାରିଗୁଡା ପୋଲିସ କେଳୁଗୁଡା ଜଙ୍ଗଲରେ ଚଢାଉ କରି ବିପୁଳ ପରିମାଣରେ ବିସ୍ଫୋରକ ନକ୍ସଲ ବ୍ୟବହୃତ ସାମଗ୍ରୀ,ଡେଟୋନେଟର, ୱାକିଟକି, ବମ ପ୍ରସ୍ତୁତ ସାମଗ୍ରୀ ଓ ମାଓ ପୁସ୍ତିକା ଜବତ କରିଛନ୍ତି  । ଏହି ଚଢାଉର ନେତୃତ୍ୱ ନେଇଥିଲେ ବିଏସଏଫ କମାଣ୍ଡୋ ଅଜୟ ନାଏକ ଓ ବୈପାରିଗୁଡା ଥାନା ଅଧିକାରୀ ଡିଏସପି ଅଂଶୁମାନ ଦ୍ବୀବେଦୀ।

KNews Bureau

Recent Posts

ଶ୍ରୀମନ୍ଦିର ପରିସରରେ ଥିବା କୂଅରେ ପଡିଲେ ଶ୍ରଦ୍ଧାଳୁ, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସୁରକ୍ଷିତ ଉଦ୍ଧାର

ଶ୍ରୀମନ୍ଦିର ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶ୍ରଦ୍ଧାଳୁ ଆନନ୍ଦବଜାରର ଉତ୍ତର ପାର୍ଶ୍ଵରେ ଥିବା ଏକ…

1 hour ago

ବିବାହ ଷ୍ଟେଜ୍‌ରେ କନିଆଁଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ବର

ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ…

3 hours ago

ପୋଲିସ-ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ, ୭ ହାର୍ଡ କୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।…

4 hours ago

ଗାଈର ଡକାରରୁ ତିଆରି ହେଉଛି ହୀରା, କିପରି କାଣନ୍ତୁ…

ଆମ ସଂସ୍କୃତି, ପରମ୍ପରାରେ ଗାଈକୁ ପୂଜା କରାଯାଏ । ଗାଈ ଦେହରେ ଥାଆନ୍ତି ୩୩ କୋଟି ଦେବତା । ସେଥିପାଇଁ…

4 hours ago

୨ ହାତୀଦାନ୍ତ ଜବତ, ୧୧ ଗିରଫ

ରାଉରକେଲା : ୨ ହାତୀଦାନ୍ତ ଜବତ, ୧୧ ଗିରଫ । କୋର୍ଟ ଚାଲାଣ ହେଲେ ଗିରଫ ଅଭିଯୁକ୍ତ । ରାଉରକେଲା…

4 hours ago

ରବିବାର ସନ୍ଧ୍ୟା ସୁଦ୍ଧା ବାତ୍ୟା ନେବ ଭୀଷଣ ରୂପ, ସତର୍କତାମୂଳକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ଆରସି

ଭୁବନେଶ୍ବର : ବାତ୍ୟା ଓ ବର୍ଷା ନେଇ ସ୍ବତନ୍ତ୍ର ରିଲିଫ୍‌ କମିସନର ଜାରି କଲେ ସତର୍କ ସୂଚନା । ଏନେଇ…

5 hours ago