ଦାରିଙ୍ଗବାଡ଼ି ସିମନବାଡ଼ିରେ ମାଓ ପୋଷ୍ଟର

ବାଲିଗୁଡା (କେନ୍ୟୁଜ୍) : ଦାରିଙ୍ଗବାଡ଼ି ସିମନବାଡ଼ିରେ ମାଓ ପୋଷ୍ଟର। ୬ରୁ ୧୨ ତାରିଖ ଯାଏ ପ୍ରତିରୋଧ ସପ୍ତାହ ପାଳନ ପାଇଁ ପୋଷ୍ଟର ମାଧ୍ୟମରେ ଆହ୍ଵାନ ଦିଆଯାଇଛି। ଆଦିବାସୀଙ୍କ ଉପରେ ଅତ୍ୟାଚାରକୁ ମଧ୍ୟ ବିରୋଧ କରାଯାଇଛି। ସିପିଆଇ ମାଓବାଦୀ ପକ୍ଷରୁ ଏହି ମାଓ ପୋଷ୍ଟର ଓ ବ୍ୟାନର ଲଗାଯାଇଛି।

You might also like