ମାଲକାନଗିରି : ମାଓବାଦୀଙ୍କ ବର୍ବରତା । ପୋଲିସ ଇନଫର୍ମର୍ ସନ୍ଦେହରେ ଛାତ୍ରଙ୍କୁ ହତ୍ୟା । ଦଶମ ଶ୍ରେଣୀର ଛାତ୍ରଙ୍କୁ ପିଟି ପିଟି ନିର୍ମମ ଭାବେ ହତ୍ୟା କରିଛନ୍ତି । ସୁକମା ଜିଲ୍ଲା ଦବାପାରା ଓ ପୁରଭି ଗାଁ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା । ଛାତ୍ର ଜଣକ ୧୬ ବର୍ଷିୟ ଓୟାମ ଶଙ୍କର ବୋଲି ଜଣାପଡିଛି । ପୋଲିସ ଇନଫର୍ମର୍ ସନ୍ଦେହରେ ପିଟିପିଟି ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ହୋଇଛି ।