ମାଓବାଦୀଙ୍କ ଲଙ୍କାକାଣ୍ଡ, ଜାଳିଦେଲେ ୧୨ଟି ଗାଡ଼ି

ମାଓବାଦୀଙ୍କ ବଡ ଧରଣର ଲଙ୍କାକାଣ୍ଡ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲାରେ ୧୨ଟି ଗାଡ଼ି ଜାଳିଦେଲେ ମାଓବାଦୀ । କୋୟେଲିବେଡା ନିକଟରେ ସଡ଼କ ନିର୍ମାଣରେ ନିୟୋଜିତ ଗାଡି ଗୁଡ଼ିକୁ ଜାଳିଦେଲେ ମାଓବାଦୀ । ଏଥିରେ ରହିଛି ୮ଟି ଟ୍ରାକ୍ଟର, ଦୁଇଟି JCB, ଦୁଇଟି ଡୋଜରକୁ ଜାଳି ଦେଲ ମାଓବାଦୀ । ରାସ୍ତା ର୍ନିମାଣ କାର୍ଯ୍ୟକୁ ବିରୋଧ କରି ଏଭଳି ହିଂସାକାଣ୍ଡ ଘଟାଇଛନ୍ତି ମାଓବାଦୀ।

 ମାଲକାନଗିରି(କେନ୍ୟୁଜ):  ମାଓବାଦୀଙ୍କ ବଡ ଧରଣର ଲଙ୍କାକାଣ୍ଡ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲାରେ ୧୨ଟି ଗାଡ଼ି ଜାଳିଦେଲେ ମାଓବାଦୀ । କୋୟେଲିବେଡା ନିକଟରେ ସଡ଼କ ନିର୍ମାଣରେ ନିୟୋଜିତ ଗାଡି ଗୁଡ଼ିକୁ ଜାଳିଦେଲେ ମାଓବାଦୀ । ଏଥିରେ ରହିଛି ୮ଟି ଟ୍ରାକ୍ଟର, ଦୁଇଟି JCB, ଦୁଇଟି ଡୋଜରକୁ ଜାଳି ଦେଲ ମାଓବାଦୀ । ରାସ୍ତା ର୍ନିମାଣ କାର୍ଯ୍ୟକୁ ବିରୋଧ କରି ଏଭଳି ହିଂସାକାଣ୍ଡ ଘଟାଇଛନ୍ତି ମାଓବାଦୀ।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲାରେ ୧୨ଟି ଗାଡ଼ି ଜାଳିଦେଲେ ମାଓବାଦୀ । କୋୟେଲିବେଡା ନିକଟରେ ସଡ଼କ ନିର୍ମାଣରେ ନିୟୋଜିତ ଗାଡି ଗୁଡ଼ିକୁ ଜାଳିଦେଲେ ମାଓବାଦୀ । ଏଥିରେ ରହିଛି ୮ଟି ଟ୍ରାକ୍ଟର, ଦୁଇଟି JCB, ଦୁଇଟି ଡୋଜରକୁ ଜାଳି ଦେଲ ମାଓବାଦୀ । ରାସ୍ତା ର୍ନିମାଣ କାର୍ଯ୍ୟକୁ ବିରୋଧ କରି ଏଭଳି ହିଂସାକାଣ୍ଡ ଘଟାଇଛନ୍ତି ମାଓବାଦୀ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.