ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦନ୍ତେଓ୍ଵାଡା ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ, ରାସ୍ତା କାମରେ ନିୟୋଜିତ ଗୋଟିଏ ଜେସିବି ଓ ୨ଟି ହାଇଓ୍ଵା ଗାଡିକୁ ଜାଳିଦେଲେ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେଓ୍ଵାଡା ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ଲକଡାଉନ ଯୋଗୁଁ ରାସ୍ତା କାମ ବନ୍ଦ ଥିଲା । ସାମାନ୍ୟ କୋହଳ ପରେ ଠିକାଦାର କାମ ଆରମ୍ଭ କରିଥିଲେ । କିରଣ୍ଡୁଲ ନିକଟରେ କାର୍ଯ୍ୟରେ ନିୟୋଜିତ ଗୋଟିଏ JCB ଓ ୨ଟି ହାଇଓ୍ଵା ଗାଡିକୁ ଜାଳିଦେଲେ ମାଓବାଦୀ । ଘଟଣାସ୍ଥଳରେ CISF ଜବାନ ଓ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.