ଉତ୍କଳ ଦିବସ ଅବସରରେ କଟକ ସହରରେ ବିଶାଳ ଗଣ ଦୌଡ଼, ଭାଗ ନେଇଛନ୍ତି ମୋଟ ୭୫୦ଜଣ କ୍ରୀଡାବିତ୍‌

କଟକ(କେନ୍ୟୁଜ୍): ଉତ୍କଳ ଦିବସ ଅବସରରେ କଟକ ସହରରେ ଆୟୋଜିତ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ। ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ଏକ ବିଶାଳ ଗଣ ଦୌଡ଼ର ଆୟୋଜନ କରାଯାଇଛି। ବିଭିନ୍ନ ବର୍ଗରେ ମୋଟ ୭୫୦ଜଣ କ୍ରୀଡାବିତ୍‌ ଏହି ଗଣ ଦୌଡ଼ରେ ଭାଗ ନେଇଛନ୍ତି।

ବାରବାଟୀ ଦୁର୍ଗ ପରିସରରୁ ଗଣ ଦୌଡ ବାହାରି ବିଜୁ ପଟ୍ଟନାୟକ ଛକ, ଡଗରପଡ଼ା, ଚାନ୍ଦିନୀଚୌକ, ବକ୍ସି ବଜାର ଦେଇ ବାରବାଟୀ କ୍ଲବ ହାଉସରେ ପହଞ୍ଚିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.